Public App Logo
ଫୁଲବାଣୀ ସହର: ବ୍ୟବସାୟ ସଂଘ ସଭା ଗୃହରେ ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି।ଏହି ସମୟରେ ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ - Phulabani Town News