ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ଶ୍ରୀ ଭାରତ ଚନ୍ଦ୍ର ସାହୁଙ୍କ ଏକାଦଶାହ ଅବସରରେ ଯୋଗଦେଲେ ଜନ ପ୍ରତିନିଧି ଓ ଅନେକ ବିଶିଷ୍ଟ ବ୍ୟକ୍ତି । ବର୍ତ୍ତଣ୍ଡା ଗ୍ରାମର ଶ୍ରୀ ଭାରତ ଚନ୍ଦ୍ର ସାହୁଙ୍କ ଏକାଦଶାହ କ୍ରିୟାରେ ସମିତିସଭ୍ୟ ମୃତ୍ୟୁଞ୍ଜୟ ଦେଓ , ବିଜେପି ନେତା ଦୋଳ ଗୋବିନ୍ଦ ମହାନ୍ତଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ବୁଧବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି ।