ଆଠମଲ୍ଲିକ: ଗ୍ରାମବାସୀ ଙ୍କ ସହ ଆଲୋଚନା କଲେ ଆଠମଲ୍ଲିକ ବିଧାୟକ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବିଲେଇ ନାଳୀ ଓ କଟ ରଙ୍ଗା ପଞ୍ଚାୟତ ର ବିଭିନ୍ନ ଗ୍ରାମ
Athmallik, Angul | Sep 9, 2025
କୁ ମଙ୍ଗଳ ବାର ଦିନ ଅପରାହ୍ନ 2 ଟା ରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ ଗସ୍ତ କରି ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଛନ୍ତି l...