ନିମାପଡା: ରେଞ୍ଚ ପଂଚାୟତର ବିଜୁ କଲ୍ୟାଣ ମଣ୍ଡପରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ
Nimapada, Puri | Jun 7, 2025
ଆଜି ରାତି 8ଟାରେ ରେଞ୍ଚ ପଂଚାୟତ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପଞ୍ଚାୟତର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।...