ଯୁଯୋମୁରାରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିଯୁଯୋମୁରା ପଂଚାୟତ ସମିତି କାର୍ଯ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠ ରେ ସୋମବାର ସକାଳେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଜ଼ିଲ୍ଲାପାଳ ଶ୍ରୀ ଶିଧେଶ୍ୱର ବଳିରାମ ବନ୍ଦୋରଙ୍କ ଅଧକ୍ଷ୍ୟତରେ ଆଜିର ଏହି ଜଣ ଶୁଣାଣି ଶିବିରରେ ଅରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ କୁମାର ଭାମୋ, ଉପ ଜ଼ିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ପିଡି ପ୍ରସନ୍ନ ପାତ୍ର, ଜ଼ିଲ୍ଲାପରିଷଦ ସଭ୍ୟ ମାଧବ ମିର୍ଦ୍ଧା, ଜ଼ିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ କବିତା ସାହୁ, ବିଡ଼ିଓ ରାଜେଶ କୁମାର