ନୂଆପଡା: ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ରେ ନିଜ ହାତରେ ଆବର୍ଜନା ସଫାକରି ସଫେଇ କର୍ମଚାରୀ ଙ୍କୁ ଉତ୍ସାହିତ କଲେ ନିର୍ବାହୀ ଅଧିକାରୀ
Nuapada, Nuapada | Sep 6, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ କମାଳସନ ରଥ ୱାର୍ଡ ପରିକ୍ରମା କରିବା ଅବସରରେ...