ଭାରତୀୟ ଜନତା ପାର୍ଟିର ଯୁବ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ମୋନଜ ବେହେରାଙ୍କ ମାତୃ" ବିୟୋଗ ଗତ ବିଳମ୍ୱିତ ରାତିରେ ଘଟିଛି। ଖବର ପାଇ ଆଜି ଅର୍ଥାତ ଶୁକ୍ରବାର ସକାଳ ପ୍ରାୟ ୯ ଟାରେ ବାରିପଦା ବିଧାୟକ ପ୍ରକାଶ ସୋରେନ ତାଙ୍କ ବାରିପଦା ୱାର୍ଡ଼ ନଂ ୭ ର ମଧୁବନ ସ୍ଥିତ ବାସ ଭବନ ଠାରେ ପହଞ୍ଚି ସହ ଶେଷ ଦର୍ଶନ କରିଛନ୍ତି।