ଝରିଗାଁ ମକା ଚାଷୀଙ୍କ ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ ନରସିଂହ ଭାତ୍ରା । ବିଧାୟକ କହିଛନ୍ତି " ବିରୋଧିଙ୍କ କୁମ୍ଭୀର କାନ୍ଦଣା କାହା ସ୍ୱାର୍ଥ ପାଇଁ ? ଯାହା ବିଗତ ୨୪ ବର୍ଷ କାଳରେ କରି ପାରିନଥିଲେ ଆଜି ଦେଢ଼ ବର୍ଷର ସରକାରକୁ ଆଙ୍ଗୁଳି ଦେଖାଉଛନ୍ତି। ବର୍ତ୍ତମାନ ସରକାରକୁ ଦେଢ଼ ବର୍ଷ ହେଉଥିଲେ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ପାଇଁ ୮୦୦ ଟଙ୍କା ଧାନର ବୋନସ ଦେଇଛନ୍ତି। ବିରୋଧୀ କେବଳ ବିରୋଧ କରିବେ। "