ବାଲେଶ୍ବର ମ୍ୟୁନିସିପାଲଟି: ବିଏଏଡ୍ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଜିଲ୍ଲାସ୍କୁଲ ଠାରୁ ଦୁର୍ନିତି ନିବାରଣ ସଚେତନତା ରାଲି ଅନୁଷ୍ଠିତ
ବାଲେଶ୍ବର ବିଏଏଡ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜିଲ୍ଲାସ୍କୁଲ୍ ଠାରୁ ଏକ ଦୁର୍ନିତି ନିବାରଣ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।ଏହି ରାଲି କୁ ଶନିବାର ଅପରାହ୍ନ ୩ଘଟିକା ରେ ସମାପନ କରାଯାଇଥିଲା।