କୋରାପୁଟ ସହର: କୋରାପୁଟର ଆଦିବାସି ମୋହସ୍ତବ ପରବ ରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପ୍ରତିକ୍ରିୟା ରଖିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ପ୍ରଫୁଲ୍ଲ ପାତ୍ର
କୋରାପୁଟ ସହର.. କୋରାପୁଟ ର ଆଦିବାସି ମୋହସ୍ତବ ପରବ ରେ ଟ୍ରାଫିକ ସମସ୍ୟା କୁ ନେଇ ପ୍ରତିକ୍ରିୟା ରଖିଲେ କୋରାପୁଟ ସହର ର ଅବସରପ୍ରାପ୍ତ ପୁଲିସ କର୍ମଚାରୀ ପ୍ରଫୁଲ୍ଲ କୁମାର ପାତ୍ର। ଏବଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଏବେ ଭି ସମୟ ଅଛି। ପରବ ପଡିଆ ରୁ ମେଡ଼ିକାଲ୍ କଲେଜ୍ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା କରାଯାଉ। ତେଣୁ ଜିଲ୍ଲା ପ୍ରଶାସନ ସେ ସମସ୍ୟାର ସମାଧାନ ଆଜି ନଅ ଟା ସମୟରେ ପାଇଁ ଅନୁରୋଧ କରିଚନ୍ତି।