ନର୍ଲା: ନର୍ଲା।ଅଞ୍ଚଳରେ ଝିପି ଝିପି ବର୍ଷା ହେବା ପରେ ମଧ୍ୟ ଧୁମ୍ ଧାମରେ ପାଳନ ହେଲା ଦୀପାବଳୀ ପର୍ବ
ଆଜି ସୋମବାର ହେଉଛି ଦୀପାବଳି ପର୍ବ ଏହି ଅବସରରେ ଆଜି ଅପରାହ୍ନ ତିନିଟା ସମୟ ରୁ ରାତ୍ର ଆଠ ଘଣ୍ଟା ମଧ୍ୟରେ ନର୍ଲା ଅଂଚଳରେ ଝିପି ଝିପି ବର୍ଷା ହେବା ଦ୍ବାରା ଦୀପାବଳୀ ପର୍ବ ପାଳିତ ହୋଇଥିଲା ସମସ୍ତ ଦୋକାନ ବଜାର ରେ ପୁଜା ପାଠ ହୋଇଥିଲା