ଗଛାପଡା ଥାନା ଅଞ୍ଚଳର ଲୁଇସିଂ ପଞ୍ଚାୟତ ର ବିଭିନ୍ନ ଜଙ୍ଗଲ ଅଞ୍ଚଳର 106ଏକର ଜମିରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛନ୍ତି ଗଛାପଡା ପୁଲିସ, ଏହି ସୁଚନା ଟି ଫୁଲବାଣୀ SP ଙ୍କ କାଯ୍ଯାଳୟ ଠାରୁ ସଂନ୍ଧ୍ୟା 6ଘଣ୍ଟିକା ରେ ସୁଚନା ଦେଇଛନ୍ତି, ଏହି ଚଢାଉ ସମୟରେ ଅବକାରୀ ବିଭାଗ ଏବଂ ପୁଲିସ ଷ୍ଟାଫ ମିଳିତ ଭାବେ ଚଢାଉ କରି ଗଛ କଟିଂ କରିଛନ୍ତି, ଏହାକୁ ନେଇ 223/2025ମାମଲା ରୁଜୁ କରାରାଯାଇଛି