ଜୟପୁର: ଜୟପୁର ସଦର ପୋଲିସ ବ୍ରାହ୍ମଣି ଗାଁ, ଜୟନଗର, ଉମୁରି, ରେଲେଵଷ୍ଟେସନ ଛକ ନିକଟରେ ପେଟ୍ରୋଲି˚ କରୁଥିବା 5 ମଦ୍ୟପ ଗିରଫ
ମଦ୍ୟପାନ କରି ଗାଡି ଚଲାଉଥିବା ମାଦ୍ୟପ କୁ ଗିରଫ କରିଛି ଜୟପୁର ସଦର ପୋଲିସ l ଏନେଇ ଆଜି ରାତ୍ର 8 ଘଣ୍ଟା ସମୟରେ ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି l ଜୟପୁର ସଦର ପୋଲିସ ପକ୍ଷରୁ ବ୍ରାହ୍ମଣି ଗାଁ, ଜୟନଗର, ଉମୁରି, ରେଲେଵଷ୍ଟେସନ ଛକ, ଗାଗନାପୁର, ଗ୍ଲୋକାଲ ହସପିଟାଲ ନିକଟରେ ପେଟ୍ରୋଲି˚ କରୁଥିବା ସମୟରେ ୫ଜଣ ମଦ୍ୟପଙ୍କୁ ଗିରଫ କରିଥିବା ନେଇ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ କୁ ନୋଟିସରେ ଛଡାଯାଇଥିବା ବିଷୟ ସଦରଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।