ଝାରପୋଖରିଆ: ସାରସକଣା ସିଲ୍ଫୋଡି ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
ବାଇକ ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ସାରସକଣା ଓ ଉପର ବେଡା ରାସ୍ତାର ଖଇରବଣି ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ସିଲ୍ଫୋଡି ଗାଁର ତରଣୀସେନ ମହାନ୍ତ । 9 ଟା ସମୟରେ ସାରସ କୋଣାରୁ ଘରକୁ ଯାଉଥିଲେ ରାସ୍ତାରେ ଯିବାବେଳେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ରାସ୍ତା କଡରେ ଥିବା ଖାଲରେ ପୋଡି ଯାଇଥିଲେ। ଫଳରେ ତରଣୀ ମହାନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେବା ପରେ ଆମ୍ବୁଲାନ୍ସରେ ଶୀର୍ଷା ମେଡ଼ିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର