କଣ୍ଟାମାଳ: କୂଳତାଜୋର ଗ୍ରାମରୁ ମୋବାଇଲ ଚୋରି ନାବାଳକ ଗିରଫ
ମୋବାଇଲ ଚୋରି ନାବାଳକ ଗିରଫ ଘଣ୍ଟାପଡା ଥାନା କୁଲତାଜୋର ଗ୍ରାମର ତ୍ରିଲୋଚନ ରଣା ଙ୍କ ମୋବାଇଲ ସେହି ଗ୍ରାମର ଜଣେ ନାବାଳକ ଚୋରି କରିଥିବା ଘଣ୍ଟାପଡା ଥାନା ଅଭିଯୋଗ ହୋଇଥିଲା ଏହା ପରେ ମାମଲା ରୁଜୁ କରି ତଦନ୍ତ କରି ଉକ୍ତ ନାବାଳକୁ ଗିରଫ କରି 167/25 ମାମଲା ରୁଜୁ କରି ଜୁବେନାଲ ଜଷ୍ଟିସବୋର୍ଡ କୁ ପଠେଇ ଥିବା ଆଜି ଘଣ୍ଟାପଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି I