କଟକ ପୌରାଞ୍ଚଳ: ଚୌଦ୍ୱାର ପୋଲିସ ଚୋରୀ ହୋଇଥିବା ୮ ଟି ମୋବାଇଲ ମାଲିକ ମାନଙ୍କୁ ସୋମବାର ସନ୍ଧ୍ୟାରେ ଥାନା ପରିସରରେ ଫେରସ୍ତ କରିଛି।
ଚୌଦ୍ୱାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ୮ ଟି ମୋବାଇଲ ମାଲିକ ମାନଙ୍କୁ ଚୌଦ୍ୱାର ପୁଲିସ ସୋମବାର ସନ୍ଧ୍ୟା ୫ଟାରେ ଥାନା ପରିସରରେ ସାମୁହିକ ଭାବେ ଫେରାଯାଇଛି। ମୋବାଇଲ ପାଇଥିବା ବ୍ୟକ୍ତି ବିଶେଷ ପୁଲିସର କାର୍ଯ୍ୟକୁ ପ୍ରଶଂସା କରିଥିଲେ।