ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୂତନ ବିଜେପି ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଜଣାଇ ବିଜେପି ପାର୍ଟି ଅଫିସରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ
ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ । ପଞ୍ଚାୟତ ରୁ ପାର୍ଲିଆମେଣ୍ଟ ଯାଏଁ ସବୁଠି ସରକାର ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ମୋହନ ମନମୋହନ ଯୋଡ଼ିରେ ମଧ୍ୟ ସଫଳତା ମିଳିବ । ଡବଲ ଇଞ୍ଜିନ ସରକାର ଗତି କ୍ଷୀପ୍ର ଗତିରେ ଚାଲିବ । ମୋହନ ଓ ମନମୋହନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଯଶଶ୍ଵି ହେବ । ଦଳକୁ ମଜବୁତ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ ।