ଫୁଲବାଣୀ ସହର: ଶିକ୍ଷା ପାଇଁ ଦମ୍ଭୁରିଗାଟା ଗ୍ରାମର ଛାତ୍ରଛାତ୍ରୀ ମାନେ ବ୍ରିଜ ନଥିବା ହେତୁ ହଣ୍ଡା ରେ ପାରି ହେଉଛନ୍ତି ନଦୀ,ବିଧାୟକ କହିଲେ ଅତିସିର୍ଘ ହେବ
ଶିକ୍ଷା ପାଇଁ ଦମ୍ଭୁରିଗାଟା ଗ୍ରାମର ଛାତ୍ରଛାତ୍ରୀ ମାନେ ବ୍ରିଜ ନଥିବା ହେତୁ ହଣ୍ଡା ରେ ପାରି ହେଉଛନ୍ତି ନଦୀ l ରାସ୍ତା ନଥିବା ହେତୁ ଚାଲି ଚାଲି ଯାଉଛନ୍ତି ଜଙ୍ଗଲ ରାସ୍ତା ରେ ।କନ୍ଧମାଳ ଜିଲ୍ଲା ଅନେକ୍ ଗ୍ରାମ ରହିଚି ଯେଉଁଠିକି ଆଜିବି ରାସ୍ତା ନାହିଁ ଯେଉଁ ରାସ୍ତା ରହିଚି ତାହା ପାଦରେ ଚାଲି ଆଜିବି ଜରୁରୀ କାର୍ଯ୍ୟ ପାଇଁ ଯାନ୍ତି ଗ୍ରାମ ବାସୀ l ଫିରିଙ୍ଗିଆ ବ୍ଲକ ର ସଲା ଗୁଡା ପଞ୍ଚାୟତ ର ଡୁମ୍ଭୂରି ଗାଟl ଗ୍ରାମ ମଝିରେ ପ୍ରବାହିତ ହେଉଛି ବାଘ ନଦୀ ଯେଉଁ ନଦୀ ଉପରେ ପୋଲ ନଥିବା ଯୋଗୁଁ ସେଇ ଗ୍ରାମର ଗ୍ରାମବାସୀ ପଞ୍ଚାୟତ କୁ ଆସିବାକୁ ହେଲେ ନଦୀ ପାର ହୁଅନ୍ତି l ସେଇ ଗ୍ରାମ