ସଦର: ନୂଆପଡା ବିଧାୟକ ବିୟୋଗରେ କଳାହାଣ୍ଡି ବିଜେଡି ପକ୍ଷରୁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି
Sadar, Kalahandi | Sep 10, 2025
ପଶ୍ଚିମ ଓଡ଼ିଶାର ଅନ୍ୟତମ ଜନପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଗତକାଲି ଦେହାନ୍ତ ହୋଇଛି । ଆଜି...