ଜଳେଶ୍ବର: ଶିଖରପୁର ପଞ୍ଚାୟତ ସୁଖଦୁଖିଆ ଗ୍ରାମରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ, ଯୋଗଦେଲେ ଜିଲ୍ଲାପାଳ
ଆଜି ଜଳେଶ୍ୱର ବ୍ଲକ ଅଧିନସ୍ଥ ଶିଖରପୁର ପଞ୍ଚାୟତ ସୁଖ ଦୁଖିଆ ଗ୍ରାମରେ ଏକ ପେଡ ମା'କେ ନାମ୍ ୨.୦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଜଳେଶ୍ୱର ବିଡ଼ିଓ ଗୌରାଙ୍ଗ ଘୋଷ, ଉପଜିଲ୍ଲାପାଳ ଯୋଗ ଦେଇ ଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯିବ। ଏହି ଅବସରରେ ସୁଖଦୁଖିଆ ଗ୍ରାମ, SHG ମା, ସମାଜସେବୀ, ସରପଞ୍ଚ,ୱାର୍ଡ ମେମ୍ବର, ଛାତ୍ରୀଛାତ୍ରଙ୍କୁ ମା' ନାଁ ରେ ଗଛ ଲଗେଇ ବାକୁ କହିବା ସହ BDO ଶ୍ର