ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ମେଡିକାଲ ରାସ୍ତାର ବଡ ବନ୍ଧ ନିକଟରୁ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ମେଡିକାଲ ରାସ୍ତାର ବଡ ବନ୍ଧ ନିକଟରୁ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି । ବ୍ରହ୍ମପୁର ଅବକାରୀ ବିଭାଗ ଟିମ ଜବତ କରିଥିବା ଖବର ମିଳିଥିବା ବେଳେ ଆଗରୁ ସୂଚନା ପାଇ ଗଞ୍ଜେଇ ଜବତ କରିଛି ବିଭାଗ । ଏହା ଆଜି ଦିନ 1 ଘଣ୍ଟ ସମୟରେ ଧରାପଡିଥିବା ସୂଚନା ମିଳିଛି । ତେବେ ତଦନ୍ତ ପରେ ସବୁ ତଥ୍ଯ ଦିଆଯିବ ବୋଲି ବିଭାଗ କହିଛି ।