କବିସୂର୍ଯ୍ୟନଗର: କବିସୂର୍ଯ୍ୟ ବିଦ୍ୟାପୀଠ ପରିଦର୍ଶନ ସମୟରେ ପିଲାଙ୍କ ରାତ୍ର ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ଦେଖି ବିଗିଡ଼ିଲେ ବିଧାୟକ
Kabisuryanagar, Ganjam | Jul 29, 2025
କବିସୂର୍ଯ୍ୟନଗର ସହରରେ ଥିବା କବିସୂର୍ଯ୍ୟ ବିଦ୍ୟାପୀଠ କୁ ଅଚାନକ ଗ୍ରସ୍ତ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ.ପୋଚ ପରିବା...