ସମ୍ବଲପୁର ମ୍ୟୁନିସିପାଲଟି: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମକୁ ନେଇ ସ୍ଥାନ ନିରୀକ୍ଷଣ କଲେ ନେତୃ ମଣ୍ଡଳୀ
Sambalpur M, Sambalpur | Jul 19, 2025
ଆସନ୍ତା ୨୧ ତାରିଖ ସୋମବାର ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଆର୍ ଡି ସି ଅଫିସ ଘେରାଉ କାର୍ଯ୍ୟକ୍ରମ ପାଇଁ ଆଜି ସନ୍ଧ୍ୟା 5 ଟା ରେ ଦଳୀୟ...