ଗଂଜାମ ଜିଲ୍ଲାର ଶୈକ୍ଷିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଗ୍ରଣୀ ବିଭାଗ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ରେ ସ୍ୱାଗତ ସମାରୋହ ଉତ୍ସବ ଅଭୂଦ୍ୟୟ -୨୦୨୫ ଆୟୋଜିତ ହୋଇଛି। ଶୁକ୍ରବାର ଅପରାହ୍ନରେ ବିଭାଗୀୟ ମୂଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।