ମାଲକାନଗିରି: ମାଥିଲି ବ୍ଲକର କୁଟୁଣିପାଲ୍ଲୀ ପଞ୍ଚାୟତ ନିକଟରେ ଥିବା କଲୋନୀ ସାହିରେ ଲୋକେ ପାଣି ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି #jansamasya
Malkangiri, Malkangiri | May 24, 2025
ଜଳ ସଙ୍କଟରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କୁଟୁଣିପାଲ୍ଲୀ ପଞ୍ଚାୟତ ନିକଟରେ ଥିବା କଲୋନୀ ସାହିରେ ଗ୍ରାମବାସୀ। ଗାଁରେ ୩୫ ପରିବାର ବସବାସ...