ରାୟଗଡା: ଲିକିଟିପଦର ପଞ୍ଚାୟତର ମେଣ୍ଡାପଦର ଠାରୁ ବଡପଲ୍ଳି ରାସ୍ତା ହେଉନି ନିର୍ମାଣ,ଯିବାଆସିବାରେ ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି ଲୋକେ#jansamasya
Rayagada, Rayagada | Jul 16, 2025
ରାସ୍ତା ଘାଟ ନିର୍ମାଣ ନ ହେବା ଫଳରେ ଗାଁ କୁ ସରକାର ସୁବିଧା ଆସୁନି ବୋଲି ମେଣ୍ଡା ପଦର ଲୋକେ ଅଭିଯୋଗ କରିଛନ୍ତି ବହୁବାର ନେତା ଙ୍କୁ କହିଚନ୍ତି...