ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୨ ଇଣ୍ଡୋ ଜର୍ମାନ କ୍ଲବରେ ଆରଏସ୍ପିର ୯ ଜଣ ଅଧିକାରୀଙ୍କୁ ଟ୍ରେଲବ୍ଲେଜର ପୁରସ୍କାର ପ୍ରଦାନ
ସେକ୍ଟର-୨ ଇଣ୍ଡୋ ଜର୍ମାନ କ୍ଲବରେ ଆରଏସ୍ପିର ୯ ଜଣ ଅଧିକାରୀଙ୍କୁ ଟ୍ରେଲବ୍ଲେଜର ପୁରସ୍କାର ପ୍ରଦାନ ସେଲ, ରାଉରକେଲା ଇସ୍ପାତ କାରଖାନାର ଇ-୬ ଗ୍ରେଡ ର ୯ ଜଣ ଅଧିକାରୀଙ୍କୁ ଟ୍ରେଲବ୍ଲେଜର ପୁରସ୍କାର ପ୍ରଦାନ କରାଯାଇଛି ଯାହା ଏହି ପ୍ରେରଣା ଯୋଜନାର ତୃତୀୟ ସଂସ୍କରଣ ଅଟେ। ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେକ୍ଟର-୨ ଇଣ୍ଡୋ ଜର୍ମାନ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋକ ଓଭେନ ବିଭାଗର ଏଜିଏମ ଦେବ ଚନ୍ଦ୍ର ନାୟକ, ହଟ୍ ଷ୍ଟ୍ରିପ୍ ମିଲ୍-୨ ବିଭାଗର ଏଜିଏମ ରଶ୍ମୀ ରଂଜନ ମହାନ୍ତି