ବାରିପଦା ମ୍ୟୁନିସିପାଲଟି: ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ବାରିପଦା ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ନେଇ ସୂଚନା
Baripada M, Mayurbhanj | Sep 4, 2025
ଶିମିଳିପାଳ ଅଭୟାରଣ୍ୟରେ ବୃଷ୍ଟିପାତ ଜଳ ପାହାଡ ଉପରୁ ପ୍ରବାହିତ ହୋଇ ବୁଢାବଳଙ୍ଗ ନଦୀ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି...