ଢେଙ୍କାନାଳ ସଦର: ଅନଳ ନୂଆ ସାହିର ଗଣେଶ ପ୍ରଜା ଭଷାଣୀ ଗଣ୍ଡଗୋଳରେ ପୋଡ଼ିଗଲା ଘର, ସହାୟତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନଳ ନୁଆରେ ଗତ ୩୧/୮/୨୫ରେ ଗ୍ରାମରେ ଗଣେଶ ପୂଜା ଭଷାଣୀ ବେଳେ ଗଣ୍ଡଗୋଳ ଯୋଗୁ ଗ୍ରାମର ବାସନ୍ତୀ ପାତ୍ରଙ୍କ ଘର ପୋଡି ଯାଇଥିଲା । ସେତେ ବେଳେ ତାଙ୍କୁ କେବଳ ପାରିଥିନ ଖଣ୍ଡେ ମିଳିଥିଲା । କିନ୍ତୁ ବହୁ ପ୍ରତିସୃତି ମିଳିଥିଲା ।