କାକଟପୁର: ଅସ୍ତରଙ୍ଗଥାନା ବଡ଼ ସିରେଇ ଗ୍ରାମରେ ସକାଳୁ ୨୭ବର୍ଷୀୟ ଯୁବକ ବୁଦ୍ଧେଶ୍ୱର ପ୍ରଧାନ ଙ୍କ ମୃତ୍ୟୁ ଦେହ ଉଦ୍ଧାର, ହତ୍ୟା ନାଁ ଆତ୍ମହତ୍ୟା
Kakatpur, Puri | Sep 4, 2025
ସନ୍ଦେହ ଘେରରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର :-ମୃତ୍ୟୁ ପଛରେ କ'ଣ ରହିଛି ରହସ୍ୟ, କେବେ ହେବ ଉନ୍ମୋଚନ ? :-କାହିଁକି ମାଉସୀ ଘର ନିକଟରେ...