ଫୁଲବାଣୀ ସହର: ଫୁଲବାଣୀ ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି. ସାରା ସହର ପରିକ୍ରମା କରି ଶେଷରେ ନଦୀ ରେ ବିସର୍ଜନ ହୋଇଛି
Phulabani Town, Kandhamal | Aug 31, 2025
ଫୁଲବାଣୀ ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି. ସାରା ସହର ପରିକ୍ରମା କରି ଶେଷରେ ନଦୀ ପାଖରେ ବିସର୍ଜନ କରାଯାଇଥିଲା....