ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ନାଥିବାରୁ ଗାଁ କୁ ଗଲାନି ଆମ୍ବୁଲାନ୍ସ ନଦୀ ପାର ହୋଇ ପ୍ରାୟ ଅଢେଇ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ l ଏହି ଘଟଣା ଟି ବୁଧବାର ଦିନ 11ଘଣ୍ଟିକା ସମୟରେ ଘଟିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଜନନୀ ଯନ୍ତ୍ରଣା ଥମିବାରେ ନା ଧରୁନି ରାସ୍ତା ନଥିବାରୁ କେଉଁଠି ଦୋଳା ରେ ଗର୍ଭବତୀ ଙ୍କୁ ବୁହା ହେଉଛି ତ କେଉଁଠି ଖଟିଆରେ କିଲୋମିଟର କିଲୋମିଟର ଦୁର ଖଟିଆରେ ବୋହି ମେଡିକାଲ ନେଉଥିବା ବେଳେ ଅଧା ବାଟରେ ମା ଛୁଆ ଜନ୍ମ କରୁଛି କେଉଁଠି ମୃତ ଛୁଆ ମଧ୍ୟ ଜନ୍ମ ହେବା ଭଳି ଦେଖିବାକୁ ମିଳିଛି l ଗତ କାଲି ଖଟିଆରେ ବୋହି ଗର୍ଭବତୀ ମହିଳା ଙ୍କୁ ମେଡିକାଲ