ଗୋବିନ୍ଦପୁର: ୧ ସେପ୍ଟେମ୍ବର ରୁ ବାମରା, ଗଡପୋଷ ଓ ସାଗରା ଠାରେ ରହଣି କରିବ ଟାଟା ବିଲାସପୁର ଏକ୍ସପ୍ରେସ ଟ୍ରେନ
Govindpur, Sambalpur | Aug 26, 2025
ବାମରା ସମେତ ବିଭିନ୍ନ ଷ୍ଟେସନ ରେ ଟାଟା ବିଲାସପୁର ଏକ୍ସପ୍ରେସ ଟେନ ର ରହଣି ପୁନଃ ସ୍ଥାପନ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୋରୋନା କାଳରେ...