ବାଲେଶ୍ବର ମ୍ୟୁନିସିପାଲଟି: ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ କୁରୁଡା ମଠସାହି ରାସ୍ତା ପ୍ରକଳ୍ପର ଶୁଭ ଶିଳାନ୍ୟାସ
ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ କୁରୁଡା ମଠସାହି ରାସ୍ତା ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଛି ।ଏହି ଅବସରରେ ମାନ୍ୟବର ସାଂସଦ, ରେମୁଣା ବିଧାୟକ,ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ କୁ ମଙ୍ଗଳବାର ଅପରାହ୍ନ ୪ଘଟିକାରେ ସମାପନ କରାଯାଇଥିଲା।