ଜି. ଉଦୟଗିରି ବେହେରା କଲୋନୀ ସହିତ ନିକଟରେ ରହିଥିବା ଏକାଧିକ ଅଗଂନବାଡି ଏବଂ ପରିଚୟ ଗ୍ରୁହ ରେ ଆଠ ଫୁତିଆ ଅଜଗର ସାପ,ଲୋକେ ଭୟଭୀତ। ସୈାନ୍ଦଯ୍ଯକରଣ ସ୍ଥାନ ରେ ଗତ ବୁଧବାର ଦିନଠାରୁ ଆଲୋକ ବ୍ଯାହତ ହେବା ଫଳରେ ଲୋକେ ନାନା ସମସ୍ଯାରେ ସମ୍ମୁଖୀନ ହୋଇଛନ୍ତି। ଏହା ସହିତ ଏକ ବିରାଟକାୟ ଅଜଗର ବୁଲୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକେ। 5 ଦିନ ହେଲା ଏହି ଅଁଚଳରେ ଅନ୍ଧର ସାଂଗକୁ ସାପ ଭୟରେ ଲୋକେ ଭୟଭୀତ ହୋଇଥିବା ବେଳେ ଆଜି ପର୍ୟ୍ଯନ୍ତ ସମାଧାନ ହୋଇପାରିନି।ଅଗଂନବାଡି କେନ୍ଦ୍ର କୁ ବହୁ କୁନି କୁନି ପିଲା ସକାଳ ଏବଂ ଆସି ଖେଳାଖେଳି କରିଯାଇଥିବା ବେଳେ ସାପ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତ