କଟକ ପୌରାଞ୍ଚଳ: ପଟାପୋଲ ଅଞ୍ଚଳରେ ଘରୁ ଫୋନ ଓ ଟଙ୍କା ଚୋରି ମାମଲା, ୨ ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ
Cuttack M Corp PS, Cuttack | Jul 17, 2025
କଟକ ପଟାପୋଲ ଅଞ୍ଚଳରେ ଥିବା ଏକ ଘରେ ବିଳମ୍ବିତ ରାତିରେ ପ୍ରବେଶ କରି ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ଚୋରି କରିବା ମାମଲାରେ ୨ ଜଣଙ୍କୁ ଗିରଫ...