ପଦ୍ମପୁର: ଖୁଣ୍ଟପାଳି ସ୍ଥିତ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗ ଦେଲ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ଶନିବାର ଦିନ ଠାରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଳି ସ୍ଥିତ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଦ୍ୱିତୀୟ ଦିବସରେ 8ଟା ସମୟ ପାଖା ପାଖି ରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଆଜିର ଦ୍ୱିତୀୟ ଦିନରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଗୀତ, ନୃତ୍ୟ, ଡ୍ରାମା ଅନୁଷ୍ଠିତ ହୋଇଥିଲା। ଆଜି ପ୍ରବଳ ଭିଡ ଦେଖିବା କୁ ମିଳିଥିଲା।