ବାଲେଶ୍ବର ମ୍ୟୁନିସିପାଲଟି: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ରେମୁଣା ଗୋଲାଇରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ
ଆରକ୍ଷୀ ଅଧିକ୍ଷକ ,ଦୁର୍ନୀତି ନିବାରଣ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନତରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ରେମୁଣା ଗୋଲାଇରୁ କଲେକ୍ଟରେଟ ପର୍ଯ୍ୟନ୍ତ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଯାଇଅଛି।ଏହି ମାରାଥନ ମଙ୍ଗଳବାର ଦିନ ୮:୩୦ରେ ସମାପନ କରାଯାଇଥିଲା।