ଛତ୍ରପୁର: ବ୍ରହ୍ମପୁରରେ ରାଜ୍ୟ ସମବାୟ ନୀତି ୨୦୨୫ କାର୍ଯ୍ୟକ୍ରମର ଆଞ୍ଚଳିକ କର୍ମଶାଳା, ଯୋଗଦେଲେ ଚିକିଟି ବିଧାୟକ
ବ୍ରହ୍ମପୁରରେ ଆୟୋଜିତ ହୋଇଛି ଓଡିଶା ରାଜ୍ୟ ସମବାୟ ନୀତି ୨୦୨୫। ମଂଗଳବାର ପୂର୍ବାହ୍ନରେ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ସମବାୟ କ୍ଷେତ୍ର ଆମ ରାଜ୍ୟର ଆର୍ଥିକ ବିକାଶ ଏବଂ ଗ୍ରାମାଞ୍ଚଳର ସଶକ୍ତିକରଣରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ବିଧାୟକ।