ବରଗଡ: ଟାଉନ ଥାନା ଅଞ୍ଚଳରେ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗକୁ ନେଇ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ
Bargarh, Bargarh (Baragarh) | Aug 26, 2025
ବରଗଡ ପାଇଁ ଲଜ୍ୟା,ବରଗଡରେ ୮ ବର୍ଷର ନାବାଳକକୁ ଅପ୍ରାକୃତିକ ଦୁଷ୍କର୍ମ l ବରଗଡ ଟାଉନ ଥାନ ଅଂଚଳର ଗୋଟିଏ ନାବାଳକଙ୍କ ସହିତ ଅପ୍ରlକୃତିକ...