ବାରିପଦା ମ୍ୟୁନିସିପାଲଟି ୧୬ ନଂ ୱାର୍ଡ଼ ରେ ବସବାସ କରୁଥିବା ଜୈନକ ଦିବ୍ୟାଙ୍ଗ ମହିଳା ଏକ ଦୋକାନ ଘର ଟିଏ ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ନିବେଦନ କରିଥିବା ବେଳେ ତାଙ୍କୁ ଦୋକାନ ଘର ୭ ରୁ ୧୫ ଦିନ ମଧ୍ୟରେ ଯୋଗାଇ ଦେବାକୁ ବାରିପଦା ମ୍ୟୁନିସିପାଲଟି ର ଏକ୍ଜୁକୁଟିଭ ଅଫିସର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଅର୍ଥାତ ଗୁରୁବାର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଦୋକାନ ଘର ଯୋଗାଇ ଦିଆଯାଇନଥିଲା।