ଟିଟିଲାଗଡ: ଟିଟିଲାଗଡ଼ ନିକଟସ୍ଥ ପଥର୍ଲା ବାଗଡିଆ ପାହାଡ ଠାରେ ଚାଲିଥିବା ମକର ଯାତ୍ରାରେ ଯୋଗଦେଲେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ
ଆଜି ଟିଟିଲାଗଡ ପଥର୍ଲା ବାଗଡ଼ିଆ ପାହାଡ଼ ଠାରେ ଚାଲିଥିବା ମକର ଯାତ୍ରାରେ ଯୋଗଦେଇ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ପ୍ରଭୁଙ୍କୁ ଦର୍ଶନ କରି ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଜୀବନ ପାଇଁ ପାର୍ଥନା କଲି ଏବଂ ମକର ଯାତ୍ରା ପୂଜା କମିଟି ର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ସହିତ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ। ତାଙ୍କ ସହ ଜିଲ୍ଲା ପରିଷଦ ସଞ୍ଜୟ ବେହେରା, ଶ୍ରୀମତି ଗୀତା ବିଶି, ଖୋଲାନ ସରପଞ୍ଚ ଶ୍ରୀଯୁକ୍ତ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।