ସମ୍ବଲପୁର ମ୍ୟୁନିସିପାଲଟି: ସିଂହପାଲି ଓ କରମଟୋଲୀ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ କରି ମଦ ଜବତ , ଦୁଇ ଗିରଫ
Sambalpur M, Sambalpur | Jul 14, 2025
ଆଜି ସିଂହପାଲି ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ମଦ ଜବତ କରିବା ସହ, ଦୁଇ ଜଣଙ୍କୁ ଗିରଫ କରିଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ...