ଜାତୀୟ ହକି ପ୍ରତିଯୋଗିତାରେ ଭାଗ ନେବେ ଛତ୍ରପୁର ଅନଶ୍ଲୋ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ପି.ବିଷ୍ଣୁ ରେଡ଼ି। ଏହା ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ବୋଲି କହିଛନ୍ତି ଜିଲାପାଳ। ଶୁକ୍ରବାର ଅପରାହ୍ନରେ ଛତ୍ରପୁର ସ୍ଥିତ ନିଜ କାର୍ଯ୍ୟାଳୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ।