ଫୁଲବାଣୀ ସହର: କଳିଙ୍ଗା ଠାରେ ଘଟିଥିବା ଭୟାଭୟ ଭୁଷ୍ପଲନ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଅଛି,ସୂଚନା ଦେଲେ ବରିଷ୍ଠ ଅଧିକାରୀ
କଳିଙ୍ଗା ଠାରେ ଘଟିଥିବା ଭୟାଭୟ ଭୁଷ୍ପଲନ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଅଛି।ରାସ୍ତା ଉପରୁ ବଡ଼ ବଡ଼ ପଥର କୁ ହଟାଇବା ପାଇଁ ଚେଷ୍ଟା ଜାରି ରହିଛି।ଯଦି ବର୍ଷା ନ ହୁଏ କାମ ଜାରି ରହିବ,କିନ୍ତୁ ବର୍ଷା ହେଲେ କାର୍ଯ୍ୟ ବାଧା ଆଶଂକା ରହିବ।ଘଟଣା ସ୍ଥଳରେ NH,ଫୁଲବାଣୀ, ସମ୍ବଲପୁର ପହଁଚି ଏହାର ତଦନ୍ତ ଆରମ୍ଭ କରିଛି।ଅସ୍ଥାୟୀ ରାସ୍ତା ନିର୍ମାଣ ଉପରେ ପ୍ରଶାସନ ଗୁରୁତ୍ଵ ଦେଇଅଛି।