ବଲାଙ୍ଗୀର: ବିଜାଖମନରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସ୍ଥିତି ପରିଦର୍ଶନ, ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କଲେ ଲୋକେ
Balangir, Balangir | Aug 22, 2025
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଆଜି ଅପରାହ୍ନ ୧ ଟା ସମୟରେ ୱାର୍ଡ ନମ୍ବର ୧୮ ର ବିଜାଖମନ ଅଞ୍ଚଳକୁ ସ୍ଥିତି ପରିଦର୍ଶନ କରିଥିଲେ। ପରିଦର୍ଶନ...