ସୋନପୁର: ଜାଲଏ ଠାରେ ଧର୍ମଶାଳା ମଣ୍ଡଳ ସ୍ତରୀୟ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ, ଯୋଗ ଦେଲେ ମଣ୍ଡଳ ପର୍ଯ୍ୟବେକ୍ଷକ
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଜାଲଏ ଠାରେ ଧର୍ମଶାଳା ମଣ୍ଡଳ ସ୍ତରୀୟ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆସନ୍ତା 17 ତାରିଖରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମଦିନ ପାଳନ ହେବାକୁ ଯାଉଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅବସରରେ ଦୀର୍ଘ 15 ଦିନ ଧରି ସେବା ପକ୍ଷ ପାଳନ କରାଯିବ l ଏହି କ୍ରମରେ ଜନ୍ମମାଟିକୁ ସୁବୁଜ ସୁନ୍ଦର ଏବଂ ମାନବ ସମାଜକୁ ଧାରା ପୃଷ୍ଠରେ ଦୀର୍ଘାୟୁ କରିବ