ଫୁଲବାଣୀ ସହର: ଜିଲ୍ଲା ସ୍ତରୀୟ କ୍ରୀଡା ଚୟନ ଓ ଚମ୍ପୟାନ ପ୍ରତିଯୋଗୀତାର ଉତ୍ଜାପନି ଉତ୍ସବରେ ମୁଖ୍ୟ ଅତିଥିରୂପେ ମାନ୍ୟବର କନ୍ଧମାଳ ସାଂସଦ
ଜିଲ୍ଲା ସ୍ତରୀୟ କ୍ରୀଡା ଚୟନ ଓ ଚମ୍ପୟାନ ପ୍ରତିଯୋଗୀତାର ଉତ୍ଜାପନି ଉତ୍ସବରେ ମୁଖ୍ୟ ଅତିଥିରୂପେ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥିରୂପେ, ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସରତ କୁମାର ମଲିକ, ଏସ୍.ଡି.ପି.ଓ ଶ୍ରୀଯୁକ୍ତ ବିଜୟ କୁମାର ବିଷି, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଅଧ୍ୟାକ୍ଷା ସୁଶ୍ରୀ ଦେବସ୍ମିତା ସତପଥି, ହବାକ୍ ଉଚ୍ଚବିଦ୍ୟାଳୟର ପୁରାତନତନ ଛାତ୍ରୀ ସଂସଦର ସଭାପତି ଶ୍ରୀ ଏନ୍.ରାଜା ରାଓ, ସଭାପତି ରୂପେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ.