ରାଉରକେଲା ମ୍ୟୁନିସିପାଲଟି: ହାପି ମୋମେଣ୍ଟ ଇଣ୍ଡିଆ ଓ ଛେଣ୍ଡର ହୃଷିକେଶ ଡିଗ୍ରୀ ମହାବିଦ୍ୟାଳୟର NSS ଦଳମିଳିତ ଆନୁକୂଲ୍ୟରେ ଵୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି
Raurkela M, Sundargarh | Aug 14, 2025
ଅଗଷ୍ଟ ୧୪ତାରିଖ ସକାଳ ୧୧ଟାରୁ ମଧ୍ୟାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ହାପି ମୋମେଣ୍ଟ...