ବଲାଙ୍ଗୀର। ସହରର ଠିକାଦାର ପଡ଼ାର ଜଣେ ମହିଳା ନିଖୋଜ ହୋଇଯାଇଥିବା ଘଟଣା ସାମ୍ନା କୁ ଆସିଛି ଅଭିମନ୍ୟୁ ଭୋଇଙ୍କ ସ୍ତ୍ରୀ ଦିବ୍ୟଭାରତୀ ଭୋଇ, ଘରୁ ବାହାରି ଆଉ ଘର କୁ ଫେରିନାହାନ୍ତି ବୋଲି ପରିବାର ଲୋକେ ଆଜି ରାତି 8ଟା ସମୟରେ ଥାନର ଦ୍ଵାରସ୍ଥ ହୋଈ କରିଛନ୍ତି। ସବୁ ଆଡେ ଖୋଜାଖୋଜି କଳା ପରେ ମଧ୍ଯ କୌଣସି ଖୋଜ ଖବର ନମିଳିବାରୁ ଲକ୍ଷ୍ମୀଜୋର୍ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।